Join us on a literary world trip!
Add this book to bookshelf
Grey
Write a new comment Default profile 50px
Grey
Listen online to the first chapters of this audiobook!
All characters reduced
Ama Samayara Dukha - cover
PLAY SAMPLE

Ama Samayara Dukha

ପଦ୍ମଜ ପାଳ

Narrator Anitya Mohanty

Publisher: Storyside IN

  • 0
  • 0
  • 0

Summary

ସାଂପ୍ରତିକ ମଣିଷର ଚିନ୍ତା ଚେତନା, ପରସ୍ପର ମଧ୍ୟରେ ବନ୍ଧୁତା ଥିବା ସତ୍ତ୍ୱେ ସଂପର୍କହୀନତା ପରି ବିଷୟକୁ ନେଇ 'ଆମ ସମୟର ଦୁଃଖ' ରଚିତ। ଏହି ଉପନ୍ୟାସରେ ଚାରିବନ୍ଧୁ, ଅଥଚ ସଂପର୍କହୀନ ଚାରୋଟି ମଣିଷ। ପ୍ରକୃତରେ ଏହି ଛଳନାତ୍ମକ ସଂପର୍କ ହିଁ ସାଂପ୍ରତିକ ସମୟର ଦୁଃଖ। ଶୁଣନ୍ତୁ ବିଖ୍ୟାତ କଥାକାର ପଦ୍ମଜ ପାଳଙ୍କ ବହୁଚର୍ଚ୍ଚିତ ଉପନ୍ୟାସ 'ଆମ ସମୟର ଦୁଃଖ', ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...
Duration: about 3 hours (02:37:17)
Publishing date: 2021-07-23; Unabridged; Copyright Year: 2021. Copyright Statment: —