Akrant 3 4
ପଦ୍ମଜ ପାଳ
Narrator Anitya Mohanty
Publisher: Storyside IN
Summary
'ଆକ୍ରାନ୍ତ ୩/୪' କଲେଜ କ୍ୟାମ୍ପସର ଘଟଣାବଳୀକୁ ନେଇ ଏକ ଚମତ୍କାର ଉପନ୍ୟାସ! ବିଭିନ୍ନ ଅବ୍ୟବସ୍ଥାକୁ ନେଇ ଛାତ୍ର ଆନ୍ଦୋଳନ, ଅଧ୍ୟାପକ ଅଶାନ୍ତି, ସରକାରଙ୍କ ଅଜବ ନୀତିକୁ କେନ୍ଦ୍ରରେ ରଖି ଉପନ୍ୟାସଟି ରଚିତ। ସାଂପ୍ରତିକ କଲେଜର ସ୍ଥିତି, ସରକାରଙ୍କ ଅବହେଳା, ଅଧ୍ୟକ୍ଷଙ୍କୁ କଲେଜ ବାହାରର କାମରେ ନିଯୁକ୍ତ କରାଯିବା ପରି ବିଭିନ୍ନ ବିଷୟ ଦର୍ଶାଯାଇଛି ଏଥିରେ। ରମାକାନ୍ତ ଚୈାଧୁରୀଙ୍କ କୋଚିଂକ୍ଲାସରେ ପଢ଼ୁଥିବା ସ୍ୱାତୀ ପୁହାଣର ରେପ୍ ଆଉ ମର୍ଡ଼ର ହେବା ଏ ଉପନ୍ୟାସର କ୍ଳାଇମାସ! ଶୁଣନ୍ତୁ ଏହି ବାସ୍ତବବାଦୀ ଉପନ୍ୟାସ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ...
Duration: about 3 hours (03:15:18) Publishing date: 2021-07-20; Unabridged; Copyright Year: 2021. Copyright Statment: —

