Nija Sange Nijara Ladhei
ଗୌରହରି ଦାସ
Narrator ଗୌରହରି ଦାସ
Publisher: Storyside IN
Summary
ବିଶିଷ୍ଟ କଥାକାର ଗୌରହରି ଦାସଙ୍କ 'ନିଜ ସଙ୍ଗେ ନିଜର ଲଢ଼େଇ' ସ୍ୱପ୍ନ ଓ ସଂଘର୍ଷର ଏକ ନିବିଡ଼ତମ ଉପନ୍ୟାସ । କଥାର ଯାଦୁରେ ବଶୀଭୂତ କରିପାରୁଥିବା ଏହି ସ୍ରଷ୍ଟାଙ୍କ ଚମକପ୍ରଦ କାହାଣୀ ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ...
Duration: about 3 hours (03:08:42) Publishing date: 2022-05-28; Unabridged; Copyright Year: 2022. Copyright Statment: —

