Join us on a literary world trip!
Add this book to bookshelf
Grey
Write a new comment Default profile 50px
Grey
Listen online to the first chapters of this audiobook!
All characters reduced
Pakhala Ekala Sekala - cover
PLAY SAMPLE

Pakhala Ekala Sekala

ଦେବ୍ରାଜ ଲେଙ୍କା

Narrator Bijaya Malla

Publisher: Storyside IN

  • 0
  • 0
  • 0

Summary

ଓଡ଼ିଆ କଥାସାହିତ୍ୟରେ ଦେବ୍ରାଜ ଲେଙ୍କା ଏକ ଆଶ୍ଚର୍ଯ୍ୟ, ଏକ ଉପପାଦ୍ୟ, ଯିଏ ନିଜେ ହିଁ ନିଜର ପ୍ରମାଣ ଆଉ ଉଦାହରଣ! ଆମ ବିପନ୍ନ ବିବେକକୁ ସଚେତନ କରିଦେଉଥିବା ଜଣେ ଏକକ ଅର୍କେଷ୍ଟ୍ରା ସେ! ତାଙ୍କ କାହାଣୀରେ ଆମେ ଭେଟୁ ଅନେକ ନିଚ୍ଛକ ଚରିତ୍ରଙ୍କୁ, ଯେଉଁମାନେ ଅବିକଳ ଆମ ଆଖପାଖର ମଣିଷ ପରି! ଆମ ଚଳଣି, ସଂସ୍କୃତି ଓ ଲୋକଜୀବନର ମନଲୋଭା କାହାଣୀକୁ ନେଇ 'ପଖାଳ ଏକାଳ ସେକାଳ'!
Duration: about 3 hours (02:40:53)
Publishing date: 2021-04-10; Unabridged; Copyright Year: 2021. Copyright Statment: —