Kete Rangara Jibana
ଦେବବ୍ରତ ଦାସ
Narrator Anitya Mohanty
Publisher: Storyside IN
Summary
ମନର ଚାହିଦା ପରି ଦେହର ମଧ୍ୟ ଯେ କିଛି ଚାହିଦା ଅଛି, ତାହା ସ୍ୱୀକାର କରନ୍ତି ଏହି ଉପନ୍ୟାସର ଚରିତ୍ରମାନେ! ପାପ-ପୁଣ୍ୟ ଓ ଭଲ-ମନ୍ଦର ଲକ୍ଷ୍ମଣରେଖା ଡେଇଁ ଜୀବନ ଆଉକିଛି ଖୋଜୁଥାଏ, ଝୁରୁଥାଏ କିଛି ସ୍ମୃତିକୁ ଏବଂ ଦେଖୁଥାଏ କିଛି ମିଠା ସ୍ୱପ୍ନ! ଲୁହ, ଦୀର୍ଘଶ୍ୱାସ, ନିଷିଦ୍ଧ ସ୍ୱପ୍ନ ଓ ଉନ୍ମୁକ୍ତ ଇଚ୍ଛାର ଏକ ପୃଥକ କାହାଣୀ ହେଉଛି 'କେତେ ରଙ୍ଗର ଜୀବନ', ଯାହା ବିଶିଷ୍ଟ କଥାକାର ଗୌରହରି ଦାସଙ୍କ ପୋଖତ ହାତରେ ରଚିତ!
Duration: about 4 hours (03:52:01) Publishing date: 2021-04-10; Unabridged; Copyright Year: 2021. Copyright Statment: —

