Join us on a literary world trip!
Add this book to bookshelf
Grey
Write a new comment Default profile 50px
Grey
Listen online to the first chapters of this audiobook!
All characters reduced
Nibida Niswana - cover
PLAY SAMPLE

Nibida Niswana

ଅନିତ୍ୟ ମହାନ୍ତି

Narrator ଶ୍ରଦ୍ଧାଞ୍ଜଳି ପାଣିଗ୍ରାହୀ

Publisher: Storyside IN

  • 0
  • 0
  • 0

Summary

"ଅନୁପମଙ୍କଠାରୁ ନିୟମିତ ଚିଠି ପାଉଥିଲା ସୁଲଗ୍ନା! ଅବଶ୍ୟ ତାର ପ୍ରଥମ ଚିଠିଟି ପାଇ ସେ ତାକୁ ଭୁଲ ବୁଝିଥିଲେ! ତାଙ୍କର ଧାରଣା ହୋଇଥିଲା ତାଙ୍କୁ ବାଦଦେଇ ସୁଲଗ୍ନା ଖୁବ ମଜାରେ ଅଛି! ତା ଜୀବନରେ ଅନ୍ୟଜଣେ ପୁରୁଷର ଆବିର୍ଭାବ ଘଟିଛି, ଯାହାକୁ ସୁଲଗ୍ନା ଆନ୍ତରିକ ଭାବରେ ଗ୍ରହଣ କରି ନେଇଛି...!" ନିଜର ପ୍ରିୟତମା ମୁହଁରେ ଅନ୍ୟକୌଣସି ପୁରୁଷର ବିହ୍ଵଳ ପ୍ରସଂଶା କେମିତି ବରଦାସ୍ତ କରିବ ଜଣେ ପ୍ରେମିକ! ପ୍ରେମ, ଈର୍ଷା, ଅଭିମାନର ପରିଧି ଭିତରେ ଧର୍ମାନ୍ତରଣର ପ୍ରଲୋଭନ ଓ ପୁଣି ମାନବଧର୍ମର ପ୍ରତିଷ୍ଠାକୁ ନେଇ ଗଢି ଉଠିଥିବା ସୁଖ୍ୟାତ ଲେଖିକା ପ୍ରବୀଣା ମହାନ୍ତିଙ୍କ ଏଇ ଉତ୍କଣ୍ଠାପୂର୍ଣ୍ଣ ଉପନ୍ୟାସଟି ଅଭିନେତ୍ରୀ ଶ୍ରଦ୍ଧାଞ୍ଜଳିଙ୍କ କଣ୍ଠରେ ଆପଣଙ୍କୁ ନିଶ୍ଚିତଭାବେ ମୁଗ୍ଧ କରିବ, ସନ୍ଦେହ ନାହିଁ...
Duration: about 4 hours (03:42:54)
Publishing date: 2021-12-22; Unabridged; Copyright Year: 2021. Copyright Statment: —