Swati
ପ୍ରକାଶ ମହାପାତ୍ର
Narrador Swati Sweta Rout
Editorial: Storyside IN
Sinopsis
'ମୃତ୍ୟୁଞ୍ଜୟ ସ୍ୱାତୀର ହାତଧରି ବାଟ କଢ଼ାଇ ନେଲେ! ଆଗରେ ଡାକ୍ତର ସୌମ୍ୟକାନ୍ତ, ତାଙ୍କ ପଛରେ ଅବିନାଶ ବାବୁ, ସବୁଠୁ ପଛରେ ମୃତ୍ୟୁଞ୍ଜୟ ଏବଂ ସ୍ୱାତୀ! ବିମାନ ଉପରକୁ ଉଠିଯାଉଥିଲେ ସିଡିରେ ସେମାନେ! ଶେଷ ପାହାଚରେ ଠିଆହୋଇ ମୃତ୍ୟୁଞ୍ଜୟ ସ୍ୱାତୀକୁ କଣ କହିଲେ! ଫେରିପଡ଼ି ଚାହିଁଲା ସ୍ୱାତୀ!' କଣ କହିଲେ ମୃତ୍ୟୁଞ୍ଜୟ? ଜାଣିବାକୁ ଶୁଣନ୍ତୁ ସ୍ୱାତୀଶ୍ଵେତା ରାଉତଙ୍କ କଣ୍ଠରେ ବିଶିଷ୍ଟ ଲେଖିକା ପ୍ରବୀଣା ମହାନ୍ତିଙ୍କ ବହୁପଠିତ ଉପନ୍ୟାସ 'ସ୍ୱାତୀ'...
Duración: alrededor de 3 horas (02:56:20) Fecha de publicación: 22/07/2021; Unabridged; Copyright Year: 2021. Copyright Statment: —

