Punascha Mausumi
ପ୍ରବୀଣା ମହାନ୍ତି
Narrador କଳାକାର କୀର୍ତ୍ତି ମହାନ୍ତି
Editorial: Storyside IN
Sinopsis
ପାରିବାରିକ ସଂପର୍କର ମୂଲ୍ୟ ଓ ମମତାକୁ ବାରଂବାର ନିଜ ଗଳ୍ପ-ଉପନ୍ୟାସରେ ପ୍ରତିପାଦିତ କରିଆସୁଥିବା ସୁଖ୍ୟାତ ଗାଳ୍ପିକା ପ୍ରବୀଣା ମହାନ୍ତିଙ୍କ ଆଉଏକ ସୁଖପାଠ୍ୟ ସାମାଜିକ ଉପନ୍ୟାସ 'ପୁନଶ୍ଚ ମୌସୁମୀ' । ଜଂଜାଳର ଅଂଧାର ଭିତରେ ଆଶାର ଦୀପଟିଏ ଜାଳିଦେବାରେ ସିଦ୍ଧହସ୍ତା ଲେଖିକାଙ୍କ ଏହି ଚମତ୍କାର ଉପନ୍ୟାସଟି ଶୁଣନ୍ତୁ କଳାକାର କୀର୍ତ୍ତି ମହାନ୍ତିଙ୍କ ନାଟକୀୟ କଣ୍ଠରେ...
Duración: alrededor de 4 horas (03:39:06) Fecha de publicación: 28/05/2022; Unabridged; Copyright Year: 2022. Copyright Statment: —

