Junte-se a nós em uma viagem ao mundo dos livros!
Adicionar este livro à prateleira
Grey
Deixe um novo comentário Default profile 50px
Grey
Ouça online os primeiros capítulos deste audiobook!
All characters reduced
Nikhoj Netajee - cover
OUçA EXEMPLO

Nikhoj Netajee

ଡ. ବିବୁଧରଞ୍ଜନ

Narrador Mohan Majithia

Editora: Storyside IN

  • 0
  • 0
  • 0

Sinopse

ଆଜି ମଧ୍ୟ ନେତାଜୀଙ୍କୁ ନେଇ ନାନା ପ୍ରଶ୍ନବାଚୀ! ଏଠି କୁହେଳିକା, ସେଠି ପ୍ରହେଳିକା! ସେ ମୃତ ନା ଜୀବିତ- ଏ ସମ୍ପର୍କରେ ବହୁବାର ଭଉଁରି କାଟିଛି ବିତର୍କର ବାତ୍ୟା! କୁହୁଡି ଭିତରୁ ଆଜି କିନ୍ତୁ ଝଲସି ଉଠୁଛି ଝଡର ଦିହୁଡ଼ି...! ଶବ୍ଦାୟିତ ହୋଇଉଠୁଛି ଶତାବ୍ଦୀର ସତ୍ୟପାଠ! ନେତାଜୀ ଅନ୍ତର୍ଦ୍ଧାନର ଅଜଣା ରହସ୍ୟକୁ ନେଇ ବିବୁଧରଞ୍ଜନଙ୍କ ବହୁଚର୍ଚ୍ଚିତ ବହି: ନିଖୋଜ ନେତାଜୀ!
Duração: aproximadamente 6 horas (05:56:41)
Data de publicação: 10/04/2021; Unabridged; Copyright Year: 2021. Copyright Statment: —