Nabalaka
ଅଜୟ ସ୍ୱାଇଁ
Narrador Sarat Nayak
Editora: Storyside IN
Sinopse
'ନାବାଳକ' ଏକ ଉପନ୍ୟାସ ନୁହେଁ, ଇତିହାସ! ଦୁଇ ଦଶନ୍ଧି ତଳର ଓଡ଼ିଆ ଗାଁ ଓ ଯୌଥ ପରିବାରର ଇତିହାସ! ଶୁଣିଲେ ମନେହେବ ଏସବୁ ଆମର ଅଙ୍ଗେନିଭା କାହାଣୀ, ଯେଉଁସବୁ ଅନୁଭବକୁ ଆମେ ହଜେଇଆସିଛୁ ବେଳକୁବେଳ! ଅଜୟ ସ୍ୱାଇଁଙ୍କ 'ନାବାଳକ' ଏକ ବହୁପଠିତ, ବହୁଚର୍ଚ୍ଚିତ ଉପନ୍ୟାସ, ଯାହାକୁ ଏ ଯାନ୍ତ୍ରିକ ଯୁଗର ତରୁଣ ତରୁଣୀମାନେ ବି ଆଗ୍ରହ ସହକାରେ ପଢ଼ନ୍ତି!
Duração: aproximadamente 3 horas (02:53:40) Data de publicação: 10/04/2021; Unabridged; Copyright Year: 2021. Copyright Statment: —

