Bhata
ଆଶିଷ ଗଡ଼ନାୟକ
Narrator ବିକ୍ରମ କେଶରୀ ଜେନା
Publisher: Storyside IN
Summary
ଯୁବପିଢ଼ିର ଅନ୍ୟତମ ଶକ୍ତିଶାଳୀ ଗାଳ୍ପିକ ଆଶିଷ ଗଡ଼ନାୟକଙ୍କ ଚହଳ ସୃଷ୍ଟିକାରୀ ଗପବହି ହେଉଛି 'ଭାତ', ଯାହାର ଏକାଧିକ ସଂସ୍କରଣ 'ଟାଇମପାସ୍' ଦ୍ୱାରା ପ୍ରକାଶିତ ହୋଇ ଆଜି ବି ଚର୍ଚ୍ଚାରେ ରହିଛି । ବିକ୍ରମ କେଶରୀ ଜେନାଙ୍କ କଣ୍ଠରେ ଶୁଣନ୍ତୁ ସେଇ ବହିର ଚମତ୍କାର ଗପସବୁ...
Duration: about 6 hours (06:08:17) Publishing date: 2022-05-28; Unabridged; Copyright Year: 2022. Copyright Statment: —

