Junte-se a nós em uma viagem ao mundo dos livros!
Adicionar este livro à prateleira
Grey
Deixe um novo comentário Default profile 50px
Grey
Ouça online os primeiros capítulos deste audiobook!
All characters reduced
Prema Pahandi - cover
OUçA EXEMPLO

Prema Pahandi

ସରୋଜ ବଳ

Narrador ବିଜୟଲକ୍ଷ୍ମୀ ପତ୍ରୀ

Editora: Storyside IN

  • 0
  • 0
  • 0

Sinopse

ସରୋଜ ବଳଙ୍କର କବିତାବହି ସଂଖ୍ୟା ଯଦିଓ ଅଧିକ, ଗଳ୍ପ କିନ୍ତୁ ତାଙ୍କର ପ୍ରଥମ ପ୍ରେମ। ତେବେ ଗଳ୍ପ ଭିତରେ କବିତାର ଛୁଙ୍କ ପାଠକମାନେ ବେଶ୍‍ ବାରିପାରନ୍ତି ତାଙ୍କର। 'ଶିଉଳି', 'ପାୱାରକଟ୍‍', 'ମିରର୍‍ ଇମେଜ୍‍' ଓ 'ସାତଦିନରେ ଗୋରାପଣ'- ଏହି ଚାରୋଟି ଗଳ୍ପ ସଂକଳନ ଭିତରୁ ଓ ବାହାରୁ କେତେଗୁଡ଼ିଏ ପ୍ରେମଗଳ୍ପକୁ ଏକାଠି କରି ଏ 'ପ୍ରେମ ପହଣ୍ଡି'ର ପରିକଳ୍ପନା। ଯେଉଁମାନେ ପ୍ରେମରେ ବିଫଳ, ସେମାନେ ଏ ଗଳ୍ପଗୁଡ଼ିକୁ ପଢ଼ି ପ୍ରେମହୀନତାରୁ ଟିକେ ତ୍ରାହି ପାଇପାରିବେ। ଏପରିକି ଯେଉଁମାନେ ସଫଳ, ସେମାନେ ବଂଚିଥିବା ପ୍ରେମକୁ ଆଉଥରେ ଭୋଗିବାର ଅବକାଶ ଅବଶ୍ୟ ପାଇବେ। ଶୁଣନ୍ତୁ କବି ବିଜୟଲକ୍ଷ୍ମୀ ପତ୍ରୀଙ୍କ ପ୍ରେମବତୁରା କଣ୍ଠରେ ସରୋଜ ବଳଙ୍କର କେତୋଟି ରୋମାଣ୍ଟିକ ଗଳ୍ପ...
Duração: aproximadamente 5 horas (04:38:07)
Data de publicação: 22/12/2021; Unabridged; Copyright Year: 2021. Copyright Statment: —