Sreyasi
ପ୍ରକାଶ ମହାପାତ୍ର
Narrador କଳାକାର କୀର୍ତ୍ତି ମହାନ୍ତି
Editorial: Storyside IN
Sinopsis
"ମୋତେ କେହି ଛୁଇଁଦେଲେ ଯେ ମୁଁ ଅପବିତ୍ର ହୋଇଯିବି ସେଭଳି ଧାରଣା ଅନ୍ତତଃ ମୋର ନାହିଁ। ମୁଁ କାହିଁକି ପରଶମଣିଟିଏ ନହେବି ଯେ? କଳୁଷିତ ମନ ନେଇ ବି ଯିଏ ମୋତେ ଛୁଇଁଦେଵ, ପବିତ୍ରତାର ସ୍ଵର୍ଣ୍ଣିମ ଆଭାରେ ଉଦ୍ଭାସିତ ହୋଇଯିବ ତା'ର ଅନ୍ତର।"-ଏଭଳି ଭାବୁଥିବା ଝିଅଟି ଦିନେ ଦୁଷ୍କର୍ମର ଶିକାର ହୋଇଛି। ତା ସତ୍ତ୍ୱେ ନିଜ ଜୀବନକୁ ଆଲୋକିତ ସରଣୀରେ ଅଗ୍ରସର କରାଇବା ସହିତ ଅନ୍ୟମାନଙ୍କ ପାଇଁ ମଧ୍ୟ ଉଦାହରଣ ପାଲଟିଯାଇଥିବା ଅମୃତମୟୀ ଅମୃତାର କାହାଣୀ 'ଶ୍ରେୟସୀ'!
Duración: alrededor de 4 horas (03:46:38) Fecha de publicación: 11/12/2021; Unabridged; Copyright Year: 2021. Copyright Statment: —

