Oye Puamaa
ପଦ୍ମଜ ପାଳ
Erzähler ପ୍ରକାଶ ରାଉତ
Verlag: Storyside IN
Beschreibung
ନାଗା ଓ ସୋରି । ଦୁଇଜଣ ଭିନ୍ନ ଜାତିର । ହେଲେ ଉଭୟଙ୍କ ଭିତରେ ଗଢ଼ିଉଠିଥିଲା ପ୍ରେମ । ହଁ ଯେଉଁ ପ୍ରେମ ଜାତି-ଗୋତ୍ର, ପାପ-ପୁଣ୍ୟ, ଆତ୍ମୀୟ-ସ୍ୱଜନ କିଛି ମାନେ ନାହିଁ । କଣ ହେଲା ସେମାନଙ୍କର ଶେଷରେ? ପ୍ରକାଶ ରାଉତଙ୍କ କଣ୍ଠରେ ଶୁଣନ୍ତୁ ବିଶିଷ୍ଟ ଔପନ୍ୟାସିକ ପଦ୍ମଜ ପାଳଙ୍କ ଭିନ୍ନ ଧରଣର ଉପନ୍ୟାସ 'ଓୟେ ପୁଅମା' ।
Dauer: etwa 4 Stunden (03:53:48) Veröffentlichungsdatum: 28.05.2022; Unabridged; Copyright Year: 2022. Copyright Statment: —

