Maya
ଦେବବ୍ରତ ଦାସ
Erzähler Prakash Rout
Verlag: Storyside IN
Beschreibung
ଦେବବ୍ରତଙ୍କ ଗଦ୍ୟଲେଖାର କୌଶଳ ସମକାଳ ଓଡ଼ିଆ ଗଦ୍ୟର ଏକ ନୂଆଦିଗ ବୋଲି କୁହାଯାଉ। ଭୋଗିବା ଓ ଭୋଗିବାକୁ ନେଇ ଲେଖିବା ଦୁଇଟା ଅଲଗା କଥା। କେମିତି? 'ମାୟା' ପଢ଼ିଲେ ଜାଣିହେବ। କଥକତାର ଚାତୁରୀ ଅପେକ୍ଷା ବେଶି ଲକ୍ଷ୍ୟ କରିବେ ଅନୁଭବର ତୀକ୍ଷ୍ଣତା। ବାସ୍ନା ଦେଖଉ ଦେଖଉ ଦିଗ ଦେଖେଇ ଦେବାର କୌଶଳ ଦେବବ୍ରତଙ୍କୁ ଜଣା। ତାଙ୍କ ବୟସର ଖୁବ କମ୍ ଓଡ଼ିଆ ଲେଖକ ଏଇ କଳାକୁ ହାସଲ କରିଛନ୍ତି। ତାଙ୍କ ଲେଖାରେ ଅଛି ଊର୍ଦ୍ଧ୍ୱଉଡ଼ାଣ, ପୁଣି ମାଟିମନସ୍କତା; ବାସ୍ତବତା ଓ କଳ୍ପନାର କକଟେଲ୍ । 'ମାୟା' ସେମିତି ଏକ ଚମତ୍କାର ଉପନ୍ୟାସ, ଯାହାକୁ ଆରମ୍ଭ କଲେ ଶେଷ ନହେବା ଯାଏ ନିସ୍ତାର ନାହିଁ।
Dauer: etwa 7 Stunden (06:33:13) Veröffentlichungsdatum: 16.07.2021; Unabridged; Copyright Year: 2021. Copyright Statment: —

