Andharara Akhi
ଡ. ପ୍ରଶାନ୍ତ ବିଶ୍ୱାଳ
Narrateur ଶକ୍ତି ବରାଳ
Maison d'édition: Storyside IN
Synopsis
"ଏଇ ଦେଖ, ମୁଁ ଆସିଛି - କହି ଅଜିତ ବାବୁଙ୍କ ହାତପାପୁଲିକୁ ଜୋରରେ ଚାପି ଧରିଥାଏ ଶାଳିନୀ! ଶାଳିନୀର ହାତପାପୁଲିର ସ୍ପର୍ଶ ପାଇ ଅଧା ଆଖି ଖୋଲିଲେ ଅଜିତ ବାବୁ! ଥରିଲା ଥରିଲା ହାତରେ ଶାଳିନୀର ହାତକୁ ନେଇ ଅବିନାଶ ବାବୁଙ୍କ ହାତରେ ଛୁଆଁଇ ଦେଲେ!" କଣ ହେଲା ତା ପରେ? ଶୁଣନ୍ତୁ କଥାକାର ଡା. ପ୍ରଶାନ୍ତ କୁମାର ବିଶ୍ୱାଳଙ୍କ ରୋମାଣ୍ଟିକ ଉପନ୍ୟାସ "ଅନ୍ଧାରର ଆଖି" ବିଶିଷ୍ଟ ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ...
Durée: environ 5 heures (05:08:13) Date de publication: 18/11/2021; Unabridged; Copyright Year: 2021. Copyright Statment: —

