Krusha
ଆଶିଷ ଗଡ଼ନାୟକ
Narrateur Shakti Baral
Maison d'édition: Storyside IN
Synopsis
ଆଶିଷ ଗଡ଼ନାୟକ ସମକାଳୀନ ଓଡ଼ିଆ କଥାସାହିତ୍ୟର ଜଣେ ଅଦମନୀୟ କଥାଶିଳ୍ପୀ । କାରଣ ତାଙ୍କ ଗପଗଢ଼ାର ଛାଞ୍ଚ ଅନ୍ୟ କାହା ସହ ମିଶେନା । ଅତି ସୂକ୍ଷ୍ମ ଓ ସମ୍ବେଦନଶୀଳ ଘଟଣା ବା ଚରିତ୍ରଙ୍କୁ ନେଇ ବର୍ଣ୍ଣନାତ୍ମକ ଶୈଳୀରେ ସେ ଆମ ସମୟର ଯେଉଁ ନିଚ୍ଛକ ଚିତ୍ରପଟ ଆଙ୍କନ୍ତି, ତାହା ବାସ୍ତବିକ ଅନତିକ୍ରମ୍ୟ । ତାଙ୍କ ବହୁଚର୍ଚ୍ଚିତ 'ଭାତ' ସଂକଳନ ପରି 'କ୍ରୁଶ' ମଧ୍ୟ ଏକ ଚମତ୍କାର ଗଳ୍ପ ସଂକଳନ। ଚାଲନ୍ତୁ ଶୁଣିବା ବିଶିଷ୍ଟ ସିନେ ଓ ଟେଲି ଅଭିନେତା ଶକ୍ତି ବରାଳଙ୍କ କଣ୍ଠରେ ଆଶିଷ ଗଡନାୟକଙ୍କ କେତୋଟି ମନଛୁଆଁ ଗପ...
Durée: environ 4 heures (04:25:40) Date de publication: 13/07/2021; Unabridged; Copyright Year: 2021. Copyright Statment: —

