Bagha O Anyanya Galpa
ଗୌରହରି ଦାସ
Narratore ପ୍ରଦୀପ ସାବତ
Casa editrice: Storyside IN
Sinossi
କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ କଥାକାର ଗୌରହରି ଦାସଙ୍କ 'ବାଘ ଓ ଅନ୍ୟାନ୍ୟ ଗଳ୍ପ'ରେ ପାଠକମାନେ ଭେଟିବେ ସେମିତି କିଛି ଗୌରହରୀୟ ଚରିତ୍ରଙ୍କୁ, ଯେଉଁମାନେ ଆମ ଆଖପାଖ ଅନ୍ଧାରରେ ଆତଯାତ ହେଉଛନ୍ତି । ସେଇ ଅନ୍ଧାରୀ ଚରିତ୍ରମାନେ ପାଠକୀୟ ଉତ୍କଂଠାକୁ ଆଲୋକିତ ନିଶ୍ଚୟ କରିବେ । ପ୍ରଦୀପ ସାବତଙ୍କ କଣ୍ଠରେ ଆସନ୍ତୁ ଶୁଣିବା ବାଘର କାହାଣୀ...
Durata: circa 6 ore (05:54:36) Data di pubblicazione: 28/05/2022; Unabridged; Copyright Year: 2022. Copyright Statment: —

