Ramaku Maribara Panchati Upaya
ଦେବଦାସ ଛୋଟରାୟ
Narratore ଅନିତ୍ୟ ମହାନ୍ତି
Casa editrice: Storyside IN
Sinossi
ବରିଷ୍ଠ ଲେଖକ ଦେବଦାସ ଛୋଟରାୟଙ୍କ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାରପ୍ରାପ୍ତ ଗଳ୍ପ ସଙ୍କଳନ 'ରମାକୁ ମାରିବାର ପାଞ୍ଚଟି ଉପାୟ'ରେ ଅଛି ଏମିତି କିଛି ଗପ, ଯାହାକୁ ଥରେ ଶୁଣିବା ଆରମ୍ଭ କଲେ ଶେଷଯାଏଁ ଶୁଣିବାଟା ଥୟ । ପ୍ରସିଦ୍ଧ ବେତାର ଉପସ୍ଥାପକ ଅନିତ୍ୟ ମହାନ୍ତିଙ୍କ କଣ୍ଠରେ ଶୁଣନ୍ତୁ କେଉଁ କେଉଁ ଉପାୟରେ ମରାଯାଇଛି ରମାକୁ...
Durata: circa 4 ore (04:05:31) Data di pubblicazione: 28/05/2022; Unabridged; Copyright Year: 2022. Copyright Statment: —

