Para Purusha
ବିଭୂତି ପଟ୍ଟନାୟକ
Narratore Sudhakar Das
Casa editrice: Storyside IN
Sinossi
ବିଭୂତି ପଟ୍ଟନାୟକଙ୍କ ଯେକୌଣସି ଉପନ୍ୟାସ ଛୁଇଁଲେ ପ୍ରେମପ୍ରେମ ଲାଗେ । ଆଉ ଯଦି ତାହା ପ୍ରେମ-ଉପନ୍ୟାସ ହେଇଥାଏ, ତାହେଲେ ତ ଡେଣା ଲାଗିଯାଏ ମନରେ । ସେଇ ପ୍ରେମ ଭିତରେ ସେ ସମାଜର ଅସଙ୍ଗତି ଓ କୁସଂସ୍କାରକୁ ଦେଖାଇବାକୁ ଭୁଲିନଥାନ୍ତି । ସେମିତି ଏକ ଉପନ୍ୟାସ 'ପର ପୁରୁଷ', ଯେଉଁଥିରେ ରହିଛି ଫେନିଳଯୌବନା ବନାନୀ ଦାସର ଇତିହାସ... । ଶୁଣନ୍ତୁ ସୁଧାକର ଦାସଙ୍କ କଣ୍ଠରେ...
Durata: circa 4 ore (03:57:27) Data di pubblicazione: 10/04/2022; Unabridged; Copyright Year: 2022. Copyright Statment: —

