Swapna Khojalimane
ସରୋଜିନୀ ସାହୁ
Narratore ନିଭି
Casa editrice: Storyside IN
Sinossi
ଓଡ଼ିଶାର ଲେଖିକାମାନଙ୍କ ଦ୍ୱାରା ରଚିତ ଉପନ୍ୟାସମାନଙ୍କରେ ସାଧାରଣତଃ ନାରୀ ହିଁ ମୁଖ୍ୟ ଚରିତ୍ର ହୋଇଥାନ୍ତି, କିନ୍ତୁ ବିଶିଷ୍ଟ ଲେଖିକା ସରୋଜିନୀ ସାହୁଙ୍କ "ସ୍ୱପ୍ନ ଖୋଜାଳିମାନେ" ଉପନ୍ୟାସରେ ପୁରୁଷ ଚରିତ୍ରଙ୍କ ପ୍ରତି ସୂକ୍ଷ୍ମ ନିରୀକ୍ଷଣ ପାଠକମାନଙ୍କୁ ମୁଗ୍ଧ ଓ ବିସ୍ମୟାଭିଭୂତ କରିବ! ଜୀବନ ଖୋଜୁଥିବା ବୁଦ୍ଧିଜୀବୀମାନେ ଯେ ଜୀବନଠୁ ବହୁତ ଦୂରରେ ଏବଂ କ୍ଷୁଧା ତଥା ଦାରିଦ୍ର୍ୟ ଯେ କେବଳ ଦୈହିକ ବା ଆର୍ଥିକ ନୁହେଁ, ମାନସିକ ସ୍ତରରେ ମଧ୍ୟ ଥାଇପାରେ, ଏଇ ଉପଲବ୍ଧିରେ ପାଠକକୁ ପହଞ୍ଚାଇବାରେ ଲେଖିକାଙ୍କ ସଫଳତା ପ୍ରମାଣିତ!
Durata: circa 6 ore (05:29:44) Data di pubblicazione: 17/11/2021; Unabridged; Copyright Year: 2021. Copyright Statment: —

