Sati
ସାରଦା ପ୍ରସାଦ ମିଶ୍ର
Narratore ଅନିତ୍ୟ ମହାନ୍ତି
Casa editrice: Storyside IN
Sinossi
ଜୀବନ ସ୍ପନ୍ଦନର କାହାଣୀ 'ସତୀ'। ଅନୁଭୂତିର ବର୍ଣ୍ଣନାରେ, ଚରିତ୍ରର ଉପସ୍ଥାପନାରେ ବିଶେଷତା ଯୋଗୁଁ 'ସତୀ' ପୁସ୍ତକଟି ଗାଳ୍ପିକ ସଦାନନ୍ଦ ତ୍ରିପାଠୀଙ୍କ ଅସାମାନ୍ୟ କ୍ଷମତା ଓ ପ୍ରତିଭାର ପରିଚୟ ଦିଏ। ପ୍ରଥମରୁ ବୁଝିହୁଏ ଗାଳ୍ପିକ ଗଳ୍ପ କହିଜାଣନ୍ତି ଏବଂ ସେ ଗଳ୍ପମାୟା ବି ବିଭ୍ରମ ନୁହେଁ। ତାହା ସମକାଳର ପ୍ରେକ୍ଷାପଟରେ ସ୍ଥାନିତ ଯେକୌଣସି ନାରୀ ପୁରୁଷର ଜୀବନ ସ୍ପନ୍ଦନ। 'ସତୀ'ର ପ୍ରତିଟି ଗଳ୍ପରେ ପ୍ରବାହିତ ଏକ ଶାଣିତ ଅଥଚ ମଧୁର ବ୍ୟଙ୍ଗର ଧାରା, ଯାହା ପାଠକର ଚେତନାକୁ ସ୍ପର୍ଶ କରେ, ଉଦବେଳିତ କରେ, ମାତ୍ର ମୋଟେ ପୀଡ଼ିତ କରେନା। ସମକାଳୀନ ସାମାଜିକ, ରାଜନୈତିକ ଓ ଅର୍ଥନୈତିକ ଅବସ୍ଥାର ପରିବର୍ତ୍ତିତ ପରିସ୍ଥିତିରେ ମଣିଷର ନୈତିକ ଅଧଃପତନ, ଅସହାୟତା, ଦୈନ୍ୟ, ଭୀରୁତା, ବ୍ୟର୍ଥତା, ବିଷାଦ ଓ ବେଦନାର ଚିତ୍ର କାହାଣୀଗୁଡ଼ିକରେ ସ୍ୱାଭାବିକ, ବାସ୍ତବ, ବଳିଷ୍ଠ ଓ ବର୍ଣ୍ଣମୟ।
Durata: circa 6 ore (05:50:36) Data di pubblicazione: 13/12/2021; Unabridged; Copyright Year: 2021. Copyright Statment: —

