Semane Smaraniya
ଡ. ଉପେନ୍ଦ୍ର ନାୟକ
Narratore ଜିତୁ ସାବତ
Casa editrice: Storyside IN
Sinossi
ଓଡି଼ଶାର ଷାଠିଏ ଜଣ ବିଶିଷ୍ଟ ବ୍ୟକ୍ତିତ୍ୱଙ୍କ କୃତି ଓ କୀର୍ତ୍ତିକୁ ନେଇ ଡା. ଉପେନ୍ଦ୍ର ପ୍ରସାଦ ନାୟକଙ୍କ ଦ୍ୱାରା ରଚିତ "ସେମାନେ ସ୍ମରଣୀୟ" ପୁସ୍ତକଟି କେବଳ ପାଠକ ନୁହନ୍ତି, ଛାତ୍ରଛାତ୍ରୀ, ଗବେଷକ ଓ ଶିକ୍ଷକମାନଙ୍କ ପାଇଁ ମଧ୍ୟ ଏକ ଉପଯୋଗୀ ଦସ୍ତାବିଜ! ଜିତୁ ସାବତଙ୍କ କଣ୍ଠରେ ଆସନ୍ତୁ ଚିହ୍ନିବା ଆଧୁନିକ ଓଡିଶା ନିର୍ମାଣର ସେଇ ବରପୁତ୍ରମାନଙ୍କୁ...
Durata: circa 6 ore (06:27:27) Data di pubblicazione: 20/11/2021; Unabridged; Copyright Year: 2021. Copyright Statment: —

