Prema Pahandi
ସରୋଜ ବଳ
Erzähler ବିଜୟଲକ୍ଷ୍ମୀ ପତ୍ରୀ
Verlag: Storyside IN
Beschreibung
ସରୋଜ ବଳଙ୍କର କବିତାବହି ସଂଖ୍ୟା ଯଦିଓ ଅଧିକ, ଗଳ୍ପ କିନ୍ତୁ ତାଙ୍କର ପ୍ରଥମ ପ୍ରେମ। ତେବେ ଗଳ୍ପ ଭିତରେ କବିତାର ଛୁଙ୍କ ପାଠକମାନେ ବେଶ୍ ବାରିପାରନ୍ତି ତାଙ୍କର। 'ଶିଉଳି', 'ପାୱାରକଟ୍', 'ମିରର୍ ଇମେଜ୍' ଓ 'ସାତଦିନରେ ଗୋରାପଣ'- ଏହି ଚାରୋଟି ଗଳ୍ପ ସଂକଳନ ଭିତରୁ ଓ ବାହାରୁ କେତେଗୁଡ଼ିଏ ପ୍ରେମଗଳ୍ପକୁ ଏକାଠି କରି ଏ 'ପ୍ରେମ ପହଣ୍ଡି'ର ପରିକଳ୍ପନା। ଯେଉଁମାନେ ପ୍ରେମରେ ବିଫଳ, ସେମାନେ ଏ ଗଳ୍ପଗୁଡ଼ିକୁ ପଢ଼ି ପ୍ରେମହୀନତାରୁ ଟିକେ ତ୍ରାହି ପାଇପାରିବେ। ଏପରିକି ଯେଉଁମାନେ ସଫଳ, ସେମାନେ ବଂଚିଥିବା ପ୍ରେମକୁ ଆଉଥରେ ଭୋଗିବାର ଅବକାଶ ଅବଶ୍ୟ ପାଇବେ। ଶୁଣନ୍ତୁ କବି ବିଜୟଲକ୍ଷ୍ମୀ ପତ୍ରୀଙ୍କ ପ୍ରେମବତୁରା କଣ୍ଠରେ ସରୋଜ ବଳଙ୍କର କେତୋଟି ରୋମାଣ୍ଟିକ ଗଳ୍ପ...
Dauer: etwa 5 Stunden (04:38:07) Veröffentlichungsdatum: 22.12.2021; Unabridged; Copyright Year: 2021. Copyright Statment: —

